ଓଡିଶା ବଜେଟ 2021: ମିଶନ ଶକ୍ତି ପାଇଁ 316 କୋଟି ଆବଣ୍ଟନ - odisha budget 2021
ମହିଳା ଓ ଶିଶୁ ବିକାଶ ପାଇଁ 3 ହଜାର 9ଶହ 6 କୋଟି ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ..
ଓଡିଶା ବଜେଟ 2021: ମିଶନ ଶକ୍ତି ପାଇଁ 316 କୋଟି ଆବଣ୍ଟନ
ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ପାଇଁ 3 ହଜାର 9ଶହ 6 କୋଟି ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
- ମମତାରେ ଏବେ ସୁଦ୍ଧା 2 ହଜାର 122 କୋଟି
- ଚଳିତ ବର୍ଷ ମମତା ଯୋଜନା ପାଇଁ 279 କୋଟି ବ୍ୟୟବରାଦ
- ମିଶନ ଶକ୍ତି ଅଧିନରେ 316 କୋଟି ବ୍ୟୟବରାଦ
- ବ୍ଲକସ୍ତରରେ ମିଶନ ଶକ୍ତିର ଗୃହ ନିର୍ମାଣ ପାଇଁ 100 କୋଟି
- 6 ବର୍ଷରୁ କମ ବୟସ ବୟସ୍କ ପିଲାଙ୍କ ପୁଷ୍ଠି ସାଧନ ପାଇଁ ସକ୍ଷମ ଅଙ୍ଗନୱାଡି ଓ ପୋଷଣ କୁ ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ 2286 କୋଟି ବ୍ୟୟବରାଦ ।
- ମିଶନ ବାତ୍ସଲ୍ୟ ଅଧିନରେ 77 କୋଟି ବ୍ୟୟ ବରାଦ ।
- ସୋପାନ ଯୋଜନା ପାଇଁ ଆଗାମୀ 5 ବର୍ଷରେ 1 ହଜାର 48 କୋଟି ଟଙ୍କାର ବ୍ୟୟବରାଦ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । 2021-22ରେ ଏଥିପାଇଁ 51 କୋଟିର ପ୍ରସ୍ତାବ ରହିଛି ।
- ବିଶ୍ବ ଦକ୍ଷତା କେନ୍ଦ୍ର ପାଇଁ ୧୦୦ କୋଟି ଟଙ୍କା
- ଶିକ୍ଷାଗତ ଶିଶୁଙ୍କୁ ପୋଷାକ ବଣ୍ଟନ ପାଇଁ 78 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।