ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ଅଧିବେଶନରେ ୧ ଟଙ୍କିଆ ଚାଉଳ ପାଇଁ ଏକ ହଜାର ୨୩ କୋଟି ଅଟକଳ । ଆଜି(ଶନିବାର) ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରି ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହି ଘୋଷଣା କରିଛନ୍ତି ।
Odisha Budget: ୧ ଟଙ୍କିଆ ଚାଉଳ ଯୋଜନାକୁ 1 ହଜାର 23 କୋଟି ବରାଦ - ଓଡିଶା ବିଧାନସଭା ବଜେଟ ଅଧିବେଶନ
ବଜେଟ ଅଧିବେଶନରେ ୧ ଟଙ୍କିଆ ଚାଉଳ ପାଇଁ ଏକ ହଜାର ୨୩ କୋଟି ଅଟକଳ । ଅଧିକ ପଢନ୍ତୁ
![Odisha Budget: ୧ ଟଙ୍କିଆ ଚାଉଳ ଯୋଜନାକୁ 1 ହଜାର 23 କୋଟି ବରାଦ Odisha Budget 2022-23: ୧ ଟଙ୍କିଆ ଚାଉଳ ଯୋଜନାକୁ ୧,୦୨୩ କୋଟି ବରାଦ](https://etvbharatimages.akamaized.net/etvbharat/prod-images/768-512-15719887-thumbnail-3x2-sa.jpg)
Odisha Budget 2022-23: ୧ ଟଙ୍କିଆ ଚାଉଳ ଯୋଜନାକୁ ୧,୦୨୩ କୋଟି ବରାଦ
ରାଜ୍ୟର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନା ଅତିରିକ୍ତ ହିତାଧିକାରୀଙ୍କୁ ମାସିକ ପ୍ରଦାନ କରାଯାଉଥିବା ୫ କିଲୋଗ୍ରାମ ଚାଉଳ ବାବଦକୁ ୧ ହଜାର ୨୩ କୋଟିର ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର । ସେହିପରି ୨୦୨୨-୨୩ ବର୍ଷର ଖରିଫ ଧାନ ଫସଲ ଚାଷ କ୍ଷେତ୍ରରେ ଗ୍ରାମ ଅନୁଯାୟୀ ପ୍ଲଟ୍ ସ୍ତର ବିଶ୍ଲେଷଣ ପାଇଂ ୭୧ କୋଟି ପ୍ରଦାନ କରାଯାଇଛି ।