ଓଡିଶା

odisha

ETV Bharat / city

PM Security Lapse: ଓଡ଼ିଶା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ନିରବ ପ୍ରତିବାଦ - ଏଜି ଛକରେ ଓଡ଼ିଶା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରତିବାଦ

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ଚ୍ୟୁତିକୁ ନେଇ ଏଜି ଛକ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଓଡ଼ିଶା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ନିରବ ପ୍ରତିବାଦ କରିଛି । ଅଧିକ ପଢନ୍ତୁ

PM Security Lapse: ଓଡ଼ିଶା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ନୀରବ ପ୍ରତିବାଦ
PM Security Lapse: ଓଡ଼ିଶା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ନୀରବ ପ୍ରତିବାଦ

By

Published : Jan 10, 2022, 7:37 PM IST

ଭୁବନେଶ୍ବର: ଏଜି ଛକ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଓଡ଼ିଶା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ନିରବ ପ୍ରତିବାଦ । ଜାନୁଆରୀ 5ରେ ପଞ୍ଜାବ ଫିରୋଜପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ପାଇଁ କଂଗ୍ରେସ ଦଳକୁ ଦାୟୀ କରି ପ୍ରତିବାଦ ସ୍ବରୂପ ମୁହଁରେ କଳା ମାସ୍କ ପିନ୍ଧି ବିକ୍ଷୋଭ କରୁଛନ୍ତି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଦସ୍ୟ ।

PM Security Lapse: ଓଡ଼ିଶା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ନୀରବ ପ୍ରତିବାଦ

ଏହାସହ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ପଞ୍ଜାବରେ କଂଗ୍ରେସର ଏହା ଏକ ପ୍ରାୟୋଜିତ ଘଟଣା ବୋଲି ଅଭିଯୋଗ କରି ନିନ୍ଦା କରିଛି । ଏହାସହ ଏଭଳି ଘଟଣା ପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଶବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details