ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana)କୁ 2024 ପର୍ଯ୍ୟନ୍ତ ବଢାଇବା ସହିତ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ନେଇ ଓଡିଶା ବିଜେପି ସାଂସଦ ମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ ( Minister for Rural Development Giriraj Singh)ଙ୍କୁ ଧନ୍ୟବାଦ ଦେଇଛନ୍ତି।
PMAY Yojana: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଜେପି ସାଂସଦ - କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ସାକ୍ଷାତ କଲେ ଓଡିଶା ବିଜେପି ସାଂସଦ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana)କୁ 2024 ପର୍ଯ୍ୟନ୍ତ ବଢାଇବା ସହିତ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ନେଇ ଓଡିଶା ବିଜେପି ସାଂସଦ ମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ ( Minister for Rural Development Giriraj Singh)ଙ୍କୁ ଧନ୍ୟବାଦ ଦେଇଛନ୍ତି। ଅଧିକ ପଢନ୍ତୁ
![PMAY Yojana: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଜେପି ସାଂସଦ Odisha bjp mp](https://etvbharatimages.akamaized.net/etvbharat/prod-images/768-512-13927311-thumbnail-3x2-ki.jpg)
Odisha bjp mp
ଫଳରେ ରାଜ୍ୟର ୨୭ ଲକ୍ଷ ପରିବାର ଏହି ଯୋଜନାରେ ଲାଭାନ୍ଵିତ ହେବେ ବୋଲି ବିଜେପି ସାଂସଦଙ୍କ ପକ୍ଷରୁ କୁହାଯାଇଛି । ଏହାବାଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ କିଭଳି ଅନିୟମିତ ହେଉଛି ତାହାର ପ୍ରମାଣ ସହ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ସାଂସଦ ମାନେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ