ଓଡିଶା

odisha

By

Published : Jun 10, 2022, 4:50 PM IST

ETV Bharat / city

Monsoon Session: ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତା ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୪ ଯାଏଁ ଯାଏ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ମୋଟ ୨୪ଟି କାର୍ଯ୍ୟ ଦିବସ । ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ । ଅଧିକ ପଢନ୍ତୁ

ଜୁଲାଇ 2 ରୁ ବିଧାନସଭା ମୌସୁମୀ ଅଧିବେଶନ
ଜୁଲାଇ 2 ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୪ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ମୋଟ ୨୪ଟି କାର୍ଯ୍ୟ ଦିବସ । ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ । ବିଲ୍‌ ପାସ କରିବା ପାଇଁ ୨ଟି କାର୍ଯ୍ୟ ଦିବସ ରହିଛି ।

ସେହିପରି ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ । ତେବେ ପୂର୍ବ ପରି ଶନିବାର ଓ ରବିବାରକୁ ଛୁଟି ଦିନ ଘୋଷଣା କରାଯାଇଛି । କୋଭିଡ ସମୟରେ ଶନିବାର ଓ ରବିବାରକୁ କାର୍ଯ୍ୟ ଦିବସ ଭାବେ ଗଣା ଯାଉଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details