ଭୁବନେଶ୍ବର : ଆସନ୍ତାକାଲି( ଶୁକ୍ରବାର) ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର କଟକ ୱେଡ୍ସ ସମ୍ବଲପୁର । ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ ହେବ । ଆର ଆର ଇଣ୍ଟରଟେନମେଣ୍ଟ ଓ ଷ୍ଟୁଡିଓ ୩୬୫ ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଥିବାବେଳେ ରମେଶ ବାରିକ ଓ କେ ତମନ୍ନା ଏହାର ପ୍ରଯୋଜକ ରହିଛନ୍ତି ।
ଆସନ୍ତାକାଲି ପରଦାକୁ ଆସିବ କଟକ ୱେଡ୍ସ ସମ୍ବଲପୁର ଚଳଚ୍ଚିତ୍ର - ପ୍ରେକ୍ଷାଳୟ
ଆସନ୍ତାକାଲି( ଶୁକ୍ରବାର) ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର କଟକ ୱେଡ୍ସ ସମ୍ବଲପୁର। ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ ହେବ । ଅଧିକ ପଢନ୍ତୁ
ଆସନ୍ତାକାଲି ପରଦାକୁ ଆସିବ କଟକ ୱେଡ୍ସ ସମ୍ବଲପୁର ଚଳଚ୍ଚିତ୍ର
ଆସନ୍ତାକାଲି ପରଦାକୁ ଆସିବ କଟକ ୱେଡ୍ସ ସମ୍ବଲପୁର ଚଳଚ୍ଚିତ୍ର
ମୁଖ୍ୟ ଭୂମିକାରେ ସମ୍ବିତ ରହିଥିବାବେଳେ ନବାଗତା ସୁସ୍ମିତା ପ୍ରଧାନ ନାୟିକା ଭୂମିକାରେ ରହିଛନ୍ତି । ଫିଲ୍ମର କାହାଣୀ ଯତୀନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ସେଠ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ ଓ କମଲେଶ ଚକ୍ରବର୍ତ୍ତୀ । ଫିଲ୍ମଟି ଦୁଇ ଜିଲ୍ଲା ମଧ୍ୟରେ ଥିବା ତିକ୍ତତାକୁ ମଧ୍ୟ ଦର୍ଶାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Nov 18, 2021, 10:27 PM IST