ଭୁବନେଶ୍ବର: ଚମକୁଛନ୍ତି ଓଡ଼ିଆ ଝିଅ । ଦେଶ ବିଦେଶରେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ବିତ ହାସଲ କରି ରାଜ୍ୟକୁ କରୁଛନ୍ତି ଗର୍ବିତ । 'ଇଣ୍ଡିଆ ମିସ ଟିଜିପିସି' ଫାଇନାଲରେ ଏବେ ଓଡ଼ିଆ ଝିଅ ଶୁଭଶ୍ରୀ ସ୍ବାଇଁ । କିନ୍ତୁ ଟାଇଟଲ ହାତେଇବା ପାଇଁ ଦରକାର ଓଡ଼ିଶାବାସୀଙ୍କ ଭୋଟ ।
ଏଥିପାଇଁ ତାଙ୍କୁ ଇନଷ୍ଟାଗ୍ରାମରେ ପେଜରେ ତାଙ୍କୁ ଭୋଟ ଦେଇପାରିବେ । ଆଉ ତାଙ୍କ ଫୋଲର୍ସ ଯେତେ ବଢିବେ ତାଙ୍କ ଭୋଟ ସେତିକି କାଉଣ୍ଟ ହେବ । ତେବେ ଇଞ୍ଜିନିୟରିଂ ପଢୁଥିବା ଏହି ଛାତ୍ରୀ ଜଣଙ୍କର ମଡେଲିଙ୍ଗ ପ୍ରତି ରୁଚି ରହିଛି ।