ଓଡିଶା

odisha

ETV Bharat / city

ବିଦେଶରେ ରିଲିଜ ହେବ ଓଡ଼ିଆ ଫିଲ୍ମ ଛବିରାଣୀ - ବିଦେଶ ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ଛବିରାଣୀ।

ବିଦେଶରେ ରିଲିଜ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ କାହାଣୀ ଛବିରାଣୀ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 17, 2019, 6:03 PM IST

ଭୁବନେଶ୍ବର: ବିଦେଶରେ ରିଲିଜ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ କାହାଣୀ ଛବିରାଣୀ । ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଉପରେ ଆଧାରିତ ଏହି ଓଡ଼ିଆ ଫିଲ୍ମ ଆସନ୍ତା ଶନିବାର ଆମେରିକାରେ ରିଲିଜ ହେବାକୁ ଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫିଲ୍ମଟିର ପ୍ରଯୋଜନା ସହ ନିର୍ଦ୍ଦେଶନା ଭାର ବବି ଇସଲାମ ସମ୍ଭାଳିଥିବା ବେଳେ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦର୍ଶକ ଦେଖିବାକୁ ପାଇବେ। ତେବେ ବିଦେଶର ଥିବା ଅନେକ ପ୍ରବାସୀ ଓଡିଆ ଏହି ଫିଲ୍ମଟିକୁ ଦେଖିବାକୁ ଉତ୍ସାହିତ ଥିବାବେଳେ ଛବିରାଣୀ ପ୍ରଥମ ଓଡ଼ିଆ ଫିଲ୍ମ ଯାହା ବିଦେଶ ମାଟିରେ ରିଲିଜ ହେବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details