ଭୁବନେଶ୍ବର: ଓଡ଼ିଶା ପଞ୍ଚାୟତିରାଜ ନିୟମ 2021 ଅକ୍ଟୋବର ପହିଲାରୁ ଲାଗୁ ହୋଇଛି । ପୂର୍ବରୁ ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା 50 ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା ।
OBC ସଂରକ୍ଷଣ, କଂଗ୍ରେସକୁ ଫାଇଦା ଦେବ: ସୁର
ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ 27 ପ୍ରତିଶତ ସଂରକ୍ଷଣ ଦେବ । ତେବେ କଂଗ୍ରେସ ତାକୁ ଅନୁସରଣ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢ଼ନ୍ତୁ...
ଲାଗୁ ହେଲା ଓବିସି ସଂରକ୍ଷଣ ନିୟମ, ସୁବିଧା ହବ କହିଲେ ସୁର
ଓବିସି 27 ପ୍ରତିଶତ ସଂରକ୍ଷଣ ଆଧାରରେ ପଂଚାୟତ ପ୍ରାର୍ଥୀ ଦିଆଯିବ । ସରକାର ନିଜେ ତାଙ୍କ କଥା ରଖନ୍ତୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓବିସି ସଂରକ୍ଷଣ ଦାବି କରି ଭୋଟ ହାତେଇବା ପାଇଁ ଏମିତି କରୁଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ସୁର ।
ତେବେ, ରାଜ୍ୟ ସରକାରଙ୍କୁ ଓବିସି ସଂରକ୍ଷଣକୁ ନିୟମକୁ ନେଇ ମୌସୂମୀ ଅଧିବେଶନ ବେଳେ ବିଜେପି ପ୍ରଶ୍ନ କରିଥିଲା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ