ଓଡିଶା

odisha

ETV Bharat / city

ଓଏଏସ ସ୍ତରରେ ବଡଧରଣର ଅଦଳବଦଳ - ଓଏଏସ ସ୍ତରରେ ବଡଧରଣର ଅଦଳବଦଳ

ଓଏଏସ ସ୍ତରରେ ବଡଧରଣର ଅଦଳବଦଳ । ଓଏଏସ ସ୍ତରରେ ଅଦଳବଦଳ ହୋଇଥିବାନେଇ ସୂଚନା ମିଳିଛି ।

ଫାଇଲ ଫଟୋ

By

Published : Jul 26, 2019, 7:07 PM IST

ଭୁବନେଶ୍ବର: ଓଏଏସ ସ୍ତରରେ ବଡଧରଣର ଅଦଳବଦଳ । ରାଜ୍ୟ ସରକାର ଓଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ।

ଚକବନ୍ଦୀ କମିଶନର ଥିବା ଅଶୋକ କୁମାର ନାୟକ ହେଲେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ । ଶରତ କୁମାର ମିଶ୍ର ହେଲେ ଭୁବନେଶ୍ବର ଚକବନ୍ଦୀ କମିଶନର । ଅଶ୍ବିନୀ ମିଶ୍ର ହେଲେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ । ବ୍ରତାତି ହରିଚନ୍ଦନ ହେଲେ ଏସଏସଇପିଡି ନିର୍ଦ୍ଦେଶକ । ମଧୁସୂଦନ ମିଶ୍ର ହେଲେ ମାର୍କଫେଡ ଏମ ଡି, ରାଜେନ୍ଦ୍ର ପଟ୍ଟନାୟକ ହେଲେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ । ଅବନିକାନ୍ତ ପଟ୍ଟନାୟକ ହେଲେ ବିଏମସି ଯୁଗ୍ମ ସଚିବ ।

ସେହିପରି ଚିତ୍ରସେନ ପାଶୟତ ଯୋଜନା ଓ ସଂଯୋଜନା ବିଭାଗର ଯୁଗ୍ମ ସଚିବ ହୋଇଥିବାବେଳେ ସୁଦାମ ଚରଣ ମଣ୍ଡଳ ପିଡିଡିଆରଡିଏ ଗଞ୍ଜାମ ହୋଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details