ଓଡିଶା

odisha

By

Published : Sep 14, 2021, 10:53 PM IST

ETV Bharat / city

OAS ସ୍ତରରେ ବଡ ଧରଣର ଅଦଳବଦଳ

ରାଜ୍ୟ ସରକାର ଆଜି OAS ସ୍ତରରେ ଅଦଳବଦଳ କରିଛନ୍ତି । 19 ଜଣ OAS ଙ୍କୁ ଅଦଳବଦଳ କରିଛନ୍ତି ସରକାର ।

oas reshuffle by state govt
OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି OAS ସ୍ତରରେ ଅଦଳବଦଳ କରିଛନ୍ତି । 19 ଜଣ OAS ଙ୍କୁ ଅଦଳବଦଳ କରିଛନ୍ତି ସରକାର । ଏନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ରାଜ୍ୟ ପ୍ରଶାସନିକ ସେବାରେ କିରଛନ୍ତି ଅଦଳବଦଳ । ମଧୂସୁଦନ ନାୟକଙ୍କୁ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ, ତାପସ କୁମାର ସେଠୀଙ୍କୁ ସୁକିନ୍ଦା ବିଡିଓ, ଅଦ୍ବିତ କୁମାର ସ୍ବାଇଁଙ୍କୁ ବ୍ରହ୍ମପୁର ମ୍ୟୁନିସପାଲ କମିସନ, ସିପକ କୁମାର ପାତ୍ରଙ୍କୁ ଦିଗପହଣ୍ଡି ତହସିଲଦାର, ସରଜକାନ୍ତ ନାୟକଙ୍କୁ ଭଣ୍ଡାରିପୋଖରୀ ତହସିଲଦାର, ରବୀନ୍ଦ୍ର କୁମାର ମିଶ୍ରଙ୍କ ବ୍ରହ୍ମପୁର ତହସିଲଦାର ଭାବରେ ବଦଳ କରାଯାଇଛି ।

OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଏହିଭଳି ୧୯ ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ବିଭାଗରେ ବଦଳି କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details