ଭୁବନେଶ୍ବର: କମୁଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି(ଶୁକ୍ରବାର) ଦିନକରେ କୋରୋନାରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,853କୁ ବୃଦ୍ଧି ପାଇଛି।
ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି । ରାଜ୍ୟରେ ପୁଣି କୋରୋନା ନେଲା 3 ଜଣଙ୍କ ମୁଣ୍ଡ। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନାରେ 3 ଜଣଙ୍କ ମୁଣ୍ଡ ଗଡ଼ିଛି।