ଭୁବନେଶ୍ବର: ଥମୁନି କୋରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମଣ ଦୃତ ଗତିରେ ବଢିବାରେ ଲାଗିଛି । ଏବେ ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ। ବିଏମସି ପକ୍ଷରୁ ଏହା ଘୋଷଣା କରାଯାଇଛି।
ଭୁବନେଶ୍ବର ଉପକଣ୍ଠ ନୂଆଗାଁ ହେଲା କଣ୍ଟେନମେଣ୍ଟ ଜୋନ - ନୂଆଗାଁ ହେଲା କଣ୍ଟେନମେଣ୍ଟ ଯୋନ
ନୂଆଗାଁରେ ଗୋଟିଏ ପରିବାରରୁ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ନୂଆଗାଁ ହେଲା କଣ୍ଟେନମେଣ୍ଟ ଯୋନ
ଶୁକ୍ରବାର ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ନୂଆଗାଁରେ ଗୋଟିଏ ପରିବାରରୁ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। ଉକ୍ତ ଅଞ୍ଚଳରେ କୋରୋନା ସଂକ୍ରମଣ ବଢିବାର ସମ୍ଭାବନା ଥିବାରୁ ବିଏମସି ପକ୍ଷରୁ ଏହାକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ