ଭୁବନେଶ୍ବର:ଚଳିତବର୍ଷ +3 ସ୍ପଟ୍ ଆଡମିଶନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ବିଜ୍ଞାପ୍ତିରେ ନାମଲେଖା ପାଇଁ ତାରିଖ ଘୋଷଣା କରିଛି ବିଭାଗ ।
ପ୍ରକାଶ ପାଇଲା +3 ସ୍ପଟ୍ ଆଡମିଶନ ବିଜ୍ଞପ୍ତି - +3 spot admission 2020
ଚଳିତବର୍ଷ +3 ସ୍ପଟ୍ ଆଡମିଶନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ପଢନ୍ତୁ ଅଧିକ.....
![ପ୍ରକାଶ ପାଇଲା +3 ସ୍ପଟ୍ ଆଡମିଶନ ବିଜ୍ଞପ୍ତି + 3 ସ୍ପଟ ଆଡମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞାପ୍ତି](https://etvbharatimages.akamaized.net/etvbharat/prod-images/768-512-9649123-thumbnail-3x2-bbsr.jpg)
+ 3 ସ୍ପଟ ଆଡମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞାପ୍ତି
ଡିସେମ୍ବର 5 ତାରିଖରେ ଛାତ୍ରଛାତ୍ରୀ ମାନେ ଆଡମିଶନ ପାଇଁ ଉଦ୍ଦିଷ୍ଟ ଦେୟ ଅନଲାଇନ ମାଧ୍ୟମରେ ଜମା କରିବାକୁଥିବା ବେଳେ ଡିସେମ୍ବର 9 ତାରିଖରେ ନାମ ଲେଖାପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ନାମଲେଖାରୁ ବାଦ ପଡିଥିବା ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିପାରିବେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ