ରାଜ୍ୟରେ ଏବେ ଖୋଲିବନି ମଦ ଦୋକାନ - reopen liquor shops in Odisha

ଓଡିଶାରେ ଏବେ ଖୋଲିବନି ମଦ ଦୋକାନ
12:47 May 05
ଓଡିଶାରେ ଏବେ ଖୋଲିବନି ମଦ ଦୋକାନ
ଭୁବନେଶ୍ବର: ରାଜ୍ୟରେ ଏବେ ଖୋଲିବ ନାହିଁ ମଦ ଦୋକାନ । କୌଣସି ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ସ୍ଥିତି ଉପରେ ନଜର ରଖିଛି ଓଡିଶା । ସାମାଜିକ ଦୂରତ୍ବ ଉପରେ ସରକାରଙ୍କ ନଜର ରହିଛି । ଦିନେ ଦୁଇ ଦିନ ଭିତରେ ନିଆଯିବ ନିଷ୍ପତ୍ତି । ଏନେଇ ଅବକାରୀ ବିଭାଗର ନିର୍ଦ୍ଦେଶନାମା ଖୁବଶୀଘ୍ର ଜାରି ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : May 5, 2020, 1:10 PM IST