ଓଡିଶା

odisha

ETV Bharat / city

ପୁଣି ରାଜଧାନୀ ଶ୍ରମ ଅଫିସ୍ ଘେରିଲେ ନିର୍ମାଣ ଶ୍ରମିକ - BBSR labor office

ନିର୍ମାଣ ଶ୍ରମିକ ଉନ୍ନୟନ ସମନ୍ବୟ କମିଟି ଓଡିଶାର ବୁଧବାର ଏକ ବିଶାଳ ରାଲି ବାହାରି ଶ୍ରମିକ କମିଶନରେ ଅଫିସଠାରେ ଧାରଣା ଦେଇଥିଲେ ।

ପୁଣି ରାଜଧାନୀ ଶ୍ରମ ଅଫିସ୍ ଘେରିଲେ ନିର୍ମାଣ ଶ୍ରମିକ
ପୁଣି ରାଜଧାନୀ ଶ୍ରମ ଅଫିସ୍ ଘେରିଲେ ନିର୍ମାଣ ଶ୍ରମିକ

By

Published : Nov 28, 2019, 3:38 AM IST

ଭୁବନେଶ୍ବର: ପୁଣିଥରେ ନିର୍ମାଣ ଶ୍ରମିକ ଏକତ୍ର ହୋଇ ଘେରିଲେ ରାଜଧାନୀର ଶ୍ରମ ଅଫିସ । ନିର୍ମାଣ ଶ୍ରମିକ ଉନ୍ନୟନ ସମନ୍ବୟ କମିଟି ଓଡିଶାର ବୁଧବାର ଏକ ବିଶାଳ ରାଲି ବାହାରି ଶ୍ରମିକ କମିଶନର ଅଫିସଠାରେ ଧାରଣା ଦେଇଥିଲେ ।

ପୁଣି ରାଜଧାନୀ ଶ୍ରମ ଅଫିସ୍ ଘେରିଲେ ନିର୍ମାଣ ଶ୍ରମିକ

30 ହଜାର ଶ୍ରମିକ ଏହି ରାଲିରେ ସାମିଲ ଥିଲେ । ସେମାନଙ୍କ ଦାବି ଅନୁସାରେ କେନ୍ଦ୍ର ସରକାର ଶ୍ରମିକଙ୍କ ପାଣ୍ଠି ବନ୍ଦ କରି ଦେଇଛନ୍ତି । ସେମାନଙ୍କର ପିଲାମାନେ ଯେଉଁ କଲାର୍ସିପ ପାଉଥିଲେ ତାହା ମଧ୍ୟ ବନ୍ଦ କରାଯାଇଛି । ସାଇକେଲ ପ୍ରଦାନ ମଧ୍ୟ ବନ୍ଦ କରାଯାଉଛି। ଶ୍ରମିକଙ୍କ ସାମାଜିକ ସୁରକ୍ଷାରେ ଆନ୍ତରିକ ନାହିଁ । ତେଣୁ ଆଗକୁ ସରକାର ଏଥି ପ୍ରତି ଧ୍ୟାନ ନଦେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସଙ୍ଘ ଦାବି ରଖିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details