ଓଡିଶା

odisha

ETV Bharat / city

ଟ୍ରାଫିକ ସିଗନାଲରେ ସିନେଷ୍ଟାର; ଗୀତ ଗାଇଲେ, ସଚେତନ କଲେ - ସିନେଷ୍ଟାର ଚନ୍ଦନ ଓ କମେଡିଆନ ଶଙ୍କର

ସିଗନାଲ ଉପରେ ସିନେଷ୍ଟାର । ଫିଲ୍ମ ସୁଟ ପାଇଁ ନୁହେଁ ବଂର ଲୋକଙ୍କୁ ସଚେତନ କରିବା ପାଇଁ । ରାଜଧାନୀର ନାଲକୋ ଛକରେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ

By

Published : Sep 15, 2019, 7:53 PM IST

ଭୁବନେଶ୍ବର: ସିଗନାଲ ଉପରେ ସିନେଷ୍ଟାର । ଫିଲ୍ମ ସୁଟ ପାଇଁ ନୁହେଁ ବଂର ଲୋକଙ୍କୁ ସଚେତନ କରିବା ପାଇଁ । ରାଜଧାନୀର ନାଲକୋ ଛକରେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ସିନେଷ୍ଟାର ଚନ୍ଦନ ଓ କମେଡିଆନ ଶଙ୍କର ଟ୍ରାଫିକ ସିଗନାଲ ଉପରେ ଅଟକୁଥିବା ଲୋକଙ୍କୁ ଥ୍ୟାଙ୍କ ୟୁ କାର୍ଡ ସହ ଚକୋଲେଟ ଦେଇ ସଚେତନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପରିକି କମେଡିଆନ ଶଙ୍କର ଗୀତ ଗାଇ ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ । ହେଲମେଟ ଓ ସିଟ୍‌ ବେଲଟ ସହ ଟ୍ରାଫିକ ନିୟମ ମାନିବାକୁ ଅନୁରୋଧ କରିଥିଲେ। ତେବେ ସେଠାରେ ସେ ଦୁଇ ଜଣଙ୍କ ବ୍ୟତୀତ ଟ୍ରାଫିକ ଡିସିପି , ଏସିପିଙ୍କ ସହ ଟ୍ରାଫିକ ଆଇଆଇସି ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details