ଭୁବନେଶ୍ବର : ନନ୍ଦନକାନନରେ ନୂଆ ଅତିଥି, ଜନ୍ମ ହେଲା ସମ୍ବର ଛୁଆ। ବର୍ତ୍ତମାନ ସମ୍ବର ଛୁଆ ମା ପାଖରେ ସୁରକ୍ଷିତ ଭାବରେ ରହିଛି।
ନନ୍ଦନକାନନରେ ନୂଆ ସଦସ୍ୟ, ଜନ୍ମ ନେଲା ‘ସମ୍ବର’ - deer born
ନନ୍ଦନକାନନରେ ଆଜି ସକାଳ ସମୟରେ ଏନକ୍ଲୋଜରରେ ସମ୍ବର ଏକ ଛୁଆକୁ ଜନ୍ମ ଗ୍ରହଣ କରିଛି । ବର୍ତ୍ତମାନ ଉଭୟ ମା ଓ ଛୁଆ ସମ୍ବର ସୁସ୍ଥ ରହିଛନ୍ତି ।
ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର
ନନ୍ଦନକାନନରେ ସମ୍ବରମାନେ ରହିଥିବା ଏନକ୍ଲୋଜରରେ ସମ୍ବର ଏକ ଛୁଆକୁ ଜନ୍ମ ଦେଇଛି। ନନ୍ଦନକାନନରେ ଆଜି ସକାଳ ସମୟରେ ଜନ୍ମ ଗ୍ରହଣ କରିଥିବା ସୂଚନା ମିଳିଛି। ଦୁଇ ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ ରହିଥିବା ଜଣାପଡିଛି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ