ଓଡିଶା ଆଦର୍ଶ ବିଦ୍ୟାଳୟରେ ସାମିଲ ହେବ NCC - Odisha Adarsh Vidyalaya NCC will be involved
ଓଡିଶା ଆଦର୍ଶ ବିଦ୍ୟାଳୟରେ NCC ପ୍ରଚଳନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ଟି ଆଦର୍ଶ ବିଦ୍ୟାଳୟରେ ପ୍ରଚଳନ ହେବ । ଅଧିକ ପଢନ୍ତୁ
ଓଡିଶା ଆଦର୍ଶ ବିଦ୍ୟାଳୟରେ NCC ହେବ ସାମିଲ
ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟରେ NCC ପ୍ରଚଳନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ଟି ଆଦର୍ଶ ବିଦ୍ୟାଳୟରେ ପ୍ରଚଳନ ହେବ । ଓଡିଶା ଆଦର୍ଶ ବିଦ୍ୟାଳୟରେ NCC ପ୍ରଚଳନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ଟି ଆଦର୍ଶ ବିଦ୍ୟାଳୟରେ ପ୍ରଚଳନ ହେବ NCC। ପ୍ରତି ଜିଲ୍ଲାର ଗୋଟିଏ ଲେଖାଏଁ ସ୍କୁଲରେ NCC ପ୍ରଚଳନ ପାଇଁ ନିଆଯାଇଛି ନିଷ୍ପତ୍ତି ।
TAGGED:
NCC NEWS