ଭୁବନେଶ୍ୱର:ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାକୁ ନେଇ ମତ ରଖିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ସେ କହିଛନ୍ତି, ଏହି ମାମଲାରେ ସତ୍ୟର ଜୟ ହେଇଛି । ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ କେବଳ ସରକାରଙ୍କୁ ବଦନାମ କରିବା । ଆଗରୁ କଂଗ୍ରେସ ସମୟରେ ଶୋଷଣ ଚାଲିଥିଲା । ତା ପରେ ବିଜେପି ସମୟରେ ଚାଲିଲା ଭାଷଣ ଆଉ ଏବେ ନବୀନ ସମୟରେ ଚାଲିଛି ନିର୍ମାଣ ।
ନୟାଗଡ ନାବାଳିକା ହତ୍ୟା ମାମଲା: ବିଜେଡି କହିଲା ସତ୍ୟର ଜୟ ହୋଇଛି, ଜବାବ ରଖିଲା ବିଜେପି - ନୟାଗଡ ନାବାଳିକା ହତ୍ୟା ମାମଲା
ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲା ନେଇ ବିଜେପି-ବିଜେଡି କଳି । ଅଧିକ ପଢନ୍ତୁ...
ନୟାଗଡ ନାବାଳିକା ହତ୍ୟା ମାମଲା: ବିଜେଡି କହିଲା ସତ୍ୟର ଜୟ
ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ