ଭୁବନେଶ୍ବର: ଆରମ୍ଭ ହେଲା ନବରାତ୍ରୀ ପୂଜା । ନଅ ଦିନ ଯାଏ ଧରାପୃଷ୍ଠରେ ପୂଜା ପାଇବେ ଜଗତ ଜନନୀ ମାଆ ଦୁର୍ଗେ । ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଚାଲିଛି ମା'ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ।
ନବରାତ୍ରୀର ପ୍ରଥମ ଦିନ, ଚଳଚଞ୍ଚଳ ରାଜଧାନୀର ଦେବୀ ପୀଠ - Navratra starts from today
ଆଜି ଠୁ ଆରମ୍ଭ ହେଲା ନବରାତ୍ରୀ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ମା'ଙ୍କ ଷୋଡଶ ପୂଜାବିଧି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଭୁବନେଶ୍ବରର ସମସ୍ତ ଦେବୀ ପୀଠ ।
ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ରାତି 4ଟାରୁ ମଙ୍ଗଳ ଆଳତି ଆରମ୍ଭ ହେବା ପରେ ସକାଳ 6ଟାରେ ସୂର୍ଯ୍ୟ ପୂଜା, ଗୋ ପୂଜା, ସାଲା ପୂଜା ଓ ମା'ଙ୍କର ଷୋଡଶ ପୂଜା ବିଧି ହୋମ ଯଜ୍ଞ ସହ ଚଣ୍ଡୀ ପାଠ କରାଯାଉଛି । ମୂଳାଷ୍ଟମୀ ଠାରୁ ମା'ଙ୍କ ଷୋଡଶ ପୂଜାବିଧି ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ