ଓଡିଶା

odisha

ETV Bharat / city

'ଆମ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ'

ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବିସ୍ଫୋରକ ବୟାନ । ସିଧାସଳଖ ସ୍ବୀକାର କରିଛନ୍ତି କି ବିଜେଡି ସହ ଆମର ସମ୍ପର୍କ ରହିଛି। ଯାହାକୁ ନେଇ ଏବେ ଜୋର୍ ଧରିଛି ରାଜନୀତି ।

By

Published : Sep 11, 2019, 9:28 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବିସ୍ଫୋରକ ବୟାନ । ସିଧାସଳଖ ସ୍ବୀକାର କରିଛନ୍ତି କି ବିଜେଡି ସହ ଆମର ସମ୍ପର୍କ ରହିଛି । ନବୀନ ବାବୁ ଆମ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆଉ ଏବେ ଅଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କେବଳ ଏତିକି ନୁହେଁ ବିଜେଡି ସହିତ ଆମର ଭଲ ସମ୍ପର୍କ ରହିଛି । ଏକଥା କହି ବିଜେଡି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କରେ ପର୍ଦ୍ଦାଫାଶ କରିଛନ୍ତି ସେ । କେନ୍ଦ୍ର ସହିତ ମଧ୍ୟ ବିଜେଡିର ଭଲ ସମ୍ପର୍କ ଥିବା ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details