ଭୁବନେଶ୍ବର: ରାଜ୍ୟର ସବୁ ସରପଞ୍ଚଙ୍କ ସହିତ ବୁଧବାର କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-19 ମୁକାବିଲା ନେଇ ସମସ୍ତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।
ଆସନ୍ତାକାଲି ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ - cm naveen on corona
ଆସନ୍ତାକାଲି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-19 ମୁକାବିଲା ନେଇ ସମସ୍ତ ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ଆଲୋଚନା କରିବେ। ଅଧିକ ପଢନ୍ତୁ..

କାଲି ସରପଞ୍ଚଙ୍କ ସହ କଥା ହେବେ ନବୀନ
ଏହି ଆଲୋଚନାରେ ରାଜ୍ୟର 6798 ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହିବେ। ପୂର୍ବରୁ କୋରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ନବୀନ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ