ଭୁବନେଶ୍ବର: ଏସସିବି ମେଡିକାଲ କଲେଜର ଉନ୍ନତିକରଣ ପାଇଁ ସାଧାରଣ ଲୋକଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟର ଜରିଆରେ ନବୀନ କହିଛନ୍ତି, ଲୋକମାନଙ୍କ ସ୍ଵତଃପ୍ରବୃତ କାର୍ଯ୍ୟ ଦେଖି ମୁଁ ଅଭିଭୂତ ।
ଏସସିବି ପାଇଁ ସାଧାରଣ ଲୋକଙ୍କ ଅବଦାନଙ୍କୁ ନବୀନଙ୍କ ପ୍ରଶଂସା - ଏସସିବି ହେବ ବିଶ୍ବସ୍ତରୀୟ
ଏସସିବିକୁ ବିଶ୍ବସ୍ତରୀୟ କରିବା ଦିଗରେ ସାଧାରଣ ଲୋକଙ୍କ ସ୍ଵତଃପ୍ରବୃତ କାର୍ଯ୍ୟ ଦେଖି ମୁଁ ଅଭିଭୂତ । ଏହି ମହତ୍ବ ଉଦେଶ୍ୟ ସର୍ବଦା ଅବିସ୍ମରଣୀୟ ବୋଲି ଟ୍ବିଟର ଯୋଗେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

naveen patanaik
ଭିଡ଼ିଓ ସୌଜନ୍ୟ: @naveen patanaik
ଏପରି ମହତ ଉଦ୍ଦେଶ୍ୟକୁ ସଫଳ କରିବାରେ ସାଧାରାଣ ଲୋକଙ୍କ ତ୍ୟାଗ ଓ ସହଯୋଗ ସର୍ବଦା ସ୍ମରଣୀୟ ରହିବ । କଟକ ଏସସିବି ମେଡ଼ିକାଲକୁ ଏକ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ସଭିଙ୍କ ଅବଦାନ ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।