ଭୁବନେଶ୍ବର: ରାଜ୍ୟର ମାତ୍ର 0.42 ପ୍ରତିଶତ ଜମିରେ 2020-2021 ଆର୍ଥିକ ବର୍ଷରେ ଜୈବିକ କୃଷି କାର୍ଯ୍ୟ କରାଯିବା ପାଇଁ ଯୋଜନା କରାଯାଇଛି। 2019-20 ଆର୍ଥିକ ବର୍ଷରେ ରାଜ୍ୟର 18ଟି ଜିଲାରେ 20, 476 ଜଣ ଚାଷୀ 26, 500 ଏକର ଜମିରେ ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ କରୁଛନ୍ତି।
ଜୈବିକ ଚାଷ ପାଇଁ ରାଜ୍ୟରେ ବଢୁଛି ଆଗ୍ରହ
ଜୈବିକ ଚାଷ ପାଇଁ ରାଜ୍ୟରେ ବଢୁଛି ଆଗ୍ରହ । ଏଥିପାଇଁ କୃଷି ବିଭାଗ ସ୍ବତନ୍ତ୍ର ଯୋଜନା କରୁଛି । ପଢନ୍ତୁ ସଂପୂର୍ଣ୍ଣ ଖବର...
Natural fertiliger
ବୁଧବାର ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ