ଭୁବନେଶ୍ବର:ଆଗକୁ ଆସୁଛି ପର୍ଯ୍ୟଟନ ଋତୁ । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସମୟ ପରିବର୍ତ୍ତନ ହୋଇଛି । ଏହାର ଭ୍ରମଣ ସମୟ ସକାଳ 8 ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଆଜିଠାରୁ ( ଶନିବାର ) ଆରମ୍ଭ କରି 2023 ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହି ନିର୍ଦ୍ଧାରିତ ସମୟ ଅନୁସାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକ ବୁଲି ପାରିବେ ।
ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ - ନନ୍ଦନକାନନ ପ୍ରାଣୀ ଉଦ୍ୟାନ
ଆଜିଠାରୁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ । ଭ୍ରମଣ ସମୟ ସକାଳ 8 ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ
ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ
ଇଟିଭି ଭାରତ, ଭୁବନେଶ୍ବର