ଭୁବନେଶ୍ବର: MSMEର ବକେୟା ରାଶି ତୁରନ୍ତ ପୈଠ ନେଇ ହେଉଛି ଦାବି । ଯୋଗଣକାରୀ ଏବ ଉପଭୋକ୍ତାମାନଙ୍କ ମଧ୍ୟରେ ଥିବା ଆର୍ଥିକ କାରବାରରେ ଦେଖା ଯାଉଥିବା ଦ୍ଵନ୍ଦକୁ ଦୂର କରିବା ପାଇଁ ଗଠିତ MSME ସରଳୀକରଣ ପରିଷଦର ତୁରନ୍ତ ପୁନରୁଦ୍ଧାର କରିବା ଆବଶ୍ୟକ ରହିଛି ବୋଲି ଡାଇଲ୍ଗସ ଫୋରମ ପକ୍ଷରୁ ଆୟୋଜିତ ଏକ ୱେବିନାରରେ ଆଲୋଚନା କରାଯାଇଛି ।
MSME ସରଳୀକରଣ ପରିଷଦର ହେବ ତୁରନ୍ତ ପୁନରୁଦ୍ଧାର - MSME ସରଳୀକରଣ
ଆର୍ଥିକ କାରବାରରେ ଦେଖା ଯାଉଥିବା ଦ୍ଵନ୍ଦକୁ ଦୂର କରିବା ପାଇଁ ଗଠିତ MSME ସରଳୀକରଣ ପରିଷଦର ତୁରନ୍ତ ପୁନରୁଦ୍ଧାର କରିବା ଆବଶ୍ୟକ ରହିଛି ବୋଲି ଡାଇଲ୍ଗସ ଫୋରମ ପକ୍ଷରୁ ଆୟୋଜିତ ଏକ ୱେବିନାରରେ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ...
S
ଏହି ୱେବିନାର ମୁଖ୍ୟତଃ ଚାରି ଗୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା। ଏମଏସଏମଇର ପରିଷଦର ପୁନରୁଦ୍ଧାର ସହ, ବିଶ୍ୱ ବଜାରରେ କ୍ଷେତ୍ରୟ ନୀତି ଆଣିବାକୁ ଦାବି ରଖାଯାଇଛି । ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ୱେବିନାରରେ ମୁଖ୍ୟ ଅତିଥି ଭାବରେ କେଶବ ଦାସଙ୍କ ସହ ବହୁ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ