ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ଓ ରାଜନୈତିକ ହତ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ୨୦୧୭ରୁ ୨୦୧୯ ମଧ୍ୟରେ ୧୫ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ରାଜ୍ୟରେ ବଢୁଛି ରାଜନୈତିକ ହତ୍ୟା, ଡିଜିପିଙ୍କୁ ଚିଠି ଲେଖିଲେ ଅପରାଜିତା
ରାଜ୍ୟରେ ବଢୁଥିବା ରାଜନୈତିକ ହତ୍ୟାକୁ ନେଇ ଡିଜିପିଙ୍କୁ ଚିଠି ଲେଖିଲେ ଅପରାଜିତା ଷଡଙ୍ଗୀ । ୨୦୧୭ରୁ ୨୦୧୯ ମଧ୍ୟରେ ୧୫ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ । ଅଧିକ ପଢନ୍ତୁ...
ବଢୁଛି ରାଜନୈତିକ ହତ୍ୟା, ଡିଜିପିଙ୍କୁ ଚିଠି ଲେଖିଲେ ଅପରାଜିତା
ଏହାସହ ମହାଙ୍ଗାରେ ୨ ଜଣଙ୍କୁ ହତ୍ୟା କଥା ମଧ୍ୟ ସେ ପତ୍ରରେ ଦର୍ଶାଇଛନ୍ତି। ଏହି ସବୁ ମାମଲାରେ ଏପର୍ଯ୍ୟନ୍ତ ଅନେକ ହତ୍ୟାକାରୀ ଗିରଫ ହୋଇ ନାହାଁନ୍ତି । ଏପରିକି ଅନେକ ପ୍ରମାଣ ଅଭାବରୁ ବେଲରେ ଆସି ବାହାରେ ବୁଲୁଛନ୍ତି । ଏହାସହ ରାଜ୍ୟରେ କନଭିକ୍ସସନ୍ ରେଟ୍ ସବୁଠାରୁ କମ ବୋଲି ଚିଠିରେ ଦର୍ଶାଇ ଆଇନ ଶୃଙ୍ଖଳା ବଜାୟ ରଖିବାକୁ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jan 8, 2021, 10:43 PM IST