ଓଡିଶା

odisha

ETV Bharat / city

ତୋଷାଳୀ ମେଳାରେ ମନ କିଣୁଛି ଟସର, ଏରୀ ସହ ମଲବରୀ ଶାଢ଼ୀ - ତୋଶାଳୀ ମେଳା 2019

ତୋଷାଳୀ ମେଳାରେ ଟସର, ଏରୀ ସହ ମଲବରୀ ଶାଢ଼ୀର ବଢ଼ୁଛି ଚାହିଦା । ଅଧିକ ପଢ଼ନ୍ତୁ...

demand of tashar, eri and malbari sarees, toshali handicraft fair, toshali, ତୋଶାଳୀ ମେଳା, ମନ କିଣୁଛି ଟସର, ଏରୀ ଓ ମଲବରୀ ଶାଢ଼ୀ, ତୋଶାଳୀ ମେଳା 2019, ଭୁବନେଶ୍ବର ତୋଶାଳୀ ମେଳା
ତୋଷାଳୀ ମେଳାରେ ମନ କିଣୁଛି ଟସର, ଏରୀ ସହ ମଲବରୀ ଶାଢ଼ୀ

By

Published : Dec 20, 2019, 12:52 AM IST

ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୋଷାଳୀ ମେଳା 2019। ଶୀତୁଆ ରାତି ସହ ଲୋକ ବି ଖୁବ ଆନ୍ଦ ନେଉଛନ୍ତି ମେଳାର । ମେଳାରେ ଲାଗିଛି ହସ୍ତଶିଳ୍ପ ଓ ହସ୍ତତନ୍ତର 300 ଷ୍ଟଲ । ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶିଳ୍ପୀ ଯୋଗ ଦେଇଛନ୍ତି ।

ତୋଷାଳୀ ମେଳାରେ ମନ କିଣୁଛି ଟସର, ଏରୀ ସହ ମଲବରୀ ଶାଢ଼ୀ

ତେବେ କେନ୍ଦୁଝରରୁ ଆସିଥିବା ହାତବୁଣା କାରିଗରଙ୍କ ଚାହିଦା ବେଶ ଭଲ ରହିଥିବାର ଦେଖିବାକୁ ମିଳିଛି । ଟସର, ମାଲବରୀ ଓ ଏରି ସୂତାରୁ ତିଆରି ପାଟ ଶାଢ଼ୀ ଓ ଟସର ଶାଢ଼ୀ ଲୋକଙ୍କ ବେଶ ପସନ୍ଦ ହେଉଛି। ସିଧାସଳଖ ତୋଷାଳୀ ମେଳାରେ ନିଜ ହାତରେ ଶାଲ ଶାଢ଼ୀ ବୁଣି ଲୋକଙ୍କୁ ପ୍ରଦର୍ଶନ କରିବା ସହ ବିକ୍ରି କରୁଛନ୍ତି ଏହି ମହିଳା ମାନେ । ଯାହା ଏବେ ରାଜଧାନୀ ବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details