ଭୁବନେଶ୍ବର: ସ୍ମାର୍ଟସିଟିରେ ସ୍ମାର୍ଟ ସାଇକେଲ୍ । 'ମୋ ସାଇକେଲ'କୁ ପୁରିଲା ବର୍ଷେ । ତେବେ ସାଧାରଣ ଲୋକଙ୍କ ଭିତରେ ସ୍ମାର୍ଟସିଟିରେ ସ୍ବଚ୍ଛ ପରିବେଶ ପାଇଁ ସଚେତନତା ସୃଷ୍ଟି କରିବା ତଥା ସହରକୁ ସରସ ସୁନ୍ଦର ରଖିବା ଏବଂ ସାଧାରଣ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଗମନାଗମନ ସୁବିଧା ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ମୋ ସାଇକେଲ କାର୍ଯ୍ୟକ୍ରମ ।
'ମୋ ସାଇକେଲ'କୁ ବର୍ଷେ - 'ମୋ ସାଇକେଲ'କୁ ବର୍ଷେ
'ମୋ ସାଇକେଲ'କୁ ବର୍ଷେ । ବର୍ଷକ ଭିତରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା ।

'ମୋ ସାଇକେଲ'କୁ ବର୍ଷେ
'ମୋ ସାଇକେଲ'କୁ ବର୍ଷେ
ଏହା ବର୍ଷକ ଭିତରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବପିଢିଙ୍କ ଭିତରେ ବେଶ୍ ଆଦୃତ ହୋଇଥିଲା । ଏହାସହ ଭୁବନେଶ୍ବର ଭଳି ସହରରେ ମୋ ସାଇକେଲ ଗମନାଗମନର ଏକ ଗ୍ରହଣୀୟ ବ୍ୟବସ୍ଥା ହୋଇପାରିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ