ଭୁବନେଶ୍ବର: ମହିଳାଙ୍କୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର। ବସରେ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସିଟରେ ପୁରୁଷ ବସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।
ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସିଟରେ କେବଳ ମହିଳା ଯାତ୍ରୀ ହିଁ ବସି ଯାତ୍ରା କରିପାରିବେ । ଯଦି କୌଣସି ପୁରୁଷ ମହିଳା ଯାତ୍ରୀଙ୍କ ସିଟରେ ବସୁଛନ୍ତି ଏଣିକି ସାବାଧାନ । କାରଣ ଏନେଇ ପୁରୁଷଙ୍କୁ ଗଣିବାକୁ ପଡିବ ଫାଇନ । ତେବେ ଏନେଇ ପୋଲିସ କମିଶନରେଟ ଏବଂ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ ପକ୍ଷରୁ ଘୋଷଣା କରାଯାଇଛି।