ଭୁବନେଶ୍ବର:ରାଜ୍ୟରେ ଓବିସି ବର୍ଗର ଲୋକମାନଙ୍କୁ ନ୍ୟାୟ ମିଳିବା ମିଳିବା ଦାବିରେ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ , ଚାକିରୀ କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଉ । ଏନେଇ ୨୦୧୦ ମସିହାରେ ବିଜେପି ପକ୍ଷରୁ ଓବିସିଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ କରାଯାଇଥିବା ବେଳେ ଏବେ କାହିଁକି ଚୁପ୍ ବସିଛି ବେଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ । ଆଉ ଏନେଇ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ।
ସେ ମଧ୍ୟ କହିଛନ୍ତି କି ସେମାନଙ୍କ ପାଇଁ ୨୭ ପ୍ରତିଶତ କାହିଁକି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାହିଁକି କରାଯାଉନାହିଁ । ସେପଟେ ବିଧାନସଭାରେ ଜାତି ଗଣନା ଆଲୋଚନା ହେବା ଦରକାର ଆଉ ଏଥିପାଇଁ କଂଗ୍ରେସ ସବୁବେଳେ ପ୍ରସ୍ତୁତ ରହିଛି ।