ଓଡିଶା

odisha

By

Published : Dec 17, 2021, 8:38 PM IST

ETV Bharat / city

କଂଗ୍ରେସ କମରେ ନାହିଁ, ଦୃଢ ମୁକାବିଲା କରିବ: ସୁର

ଯିଏ ଯାହା କରୁଛି କରୁ । କଂଗ୍ରେସ କମରେ ନାହିଁ । ଯୁବ ବର୍ଗଙ୍କୁ ଦାୟିତ୍ୱ ଦିଆଯାଉଛି । ଆମେ ଆଗକୁ ଆହୁରି ଶକ୍ତିଶାଳୀ ହେବୁ। ନିରଞ୍ଜନ ସଂଗଠନକୁ ସୁଦୃଢ କରିବା ଲାଗି ପ୍ରୟାସ ଜୋରଦାର କରିଛନ୍ତି ବୋଲି କହିଲେ ସୁର । ଅଧିକ ପଢନ୍ତୁ

କଂଗ୍ରେସ ଦୃଢ଼ ମୁକାବିଲା କରିବ:ସୁର
କଂଗ୍ରେସ ଦୃଢ଼ ମୁକାବିଲା କରିବ:ସୁର

ଭୁବନେଶ୍ବର :ରାଜଧାନୀରେ ଯୁବ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଚାଲିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ମାନେ ପ୍ରସ୍ତୁତି ଜୋରଦାର କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ଆସନ୍ତା ବର୍ଷ ନିର୍ବାଚନରେ 80 ଭାଗ ଯୁବ ବର୍ଗଙ୍କୁ ପ୍ରାଥମିକତା ଦେବ ବୋଲି କହିଛି ।

କଂଗ୍ରେସ ଦୃଢ଼ ମୁକାବିଲା କରିବ:ସୁର

ତୃଣମୂଳ ସ୍ତରରେ ସଂଗଠନ ମଜବୁତ କରିବା ଲାଗି ପିସିସି ଗୁରୁତ୍ୱ ଦେଉଛି । ପ୍ରତି ୱାର୍ଡରେ ଲୋକଙ୍କ ସହ କଂଗ୍ରେସ ସମ୍ପର୍କରେ ରହିଛି । କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଯିଏ ଯାହା କରୁଛି କରୁ । କଂଗ୍ରେସ କମରେ ନାହିଁ । ଯୁବ ବର୍ଗଙ୍କୁ ଦାୟିତ୍ୱ ଦିଆଯାଉଛି । ଆମେ ଆଗକୁ ଆହୁରି ଶକ୍ତିଶାଳୀ ହେବୁ। ନିରଞ୍ଜନ ସଂଗଠନକୁ ସୁଦୃଢ କରିବା ଲାଗି ପ୍ରୟାସ ଜୋରଦାର କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details