ଭୁବନେଶ୍ବର: ପୁଣି ଥରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି ଯୋର ଧରିଲା । 1817 ମସିହାରେ ଇଂରେଜ ବିରୋଧରେ ଆରମ୍ଭ ହୋଇଥିବା ପ୍ରଥମ ଶସସ୍ତ୍ର ଲଢେଇକୁ ଦେଶର ପ୍ରଥମ ପାଇକ ବିଦ୍ରୋହ ମାନ୍ୟତା ଦାବି ବଢିବାରେ ଲାଗିଛି ।
ତୁରନ୍ତ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି କରିଛନ୍ତି ବିଧାୟକ ସୁର ରାଉତରାୟ । ଖୋର୍ଦ୍ଧାଗଡରୁ ବକ୍ସି ଜଗବନ୍ଧୁ ଇଂରେଜ ସରକାର ବିରୋଧ ରେ ଜୋରଦାର ଲଢେଇ କରିଥିଲେ।