ଓଡିଶା

odisha

ETV Bharat / city

PanchayatPolls: ସୁରଙ୍କ ଦମ୍ଭୋକ୍ତି, ଦଳ ଦ୍ବିତୀୟ ସ୍ଥାନରେ ରହିବ - କଂଗ୍ରେସ ଭଲ ପ୍ରଦର୍ଶନ କରିବ

ପଞ୍ଚାୟତ ନିର୍ବାଚନକୁ ନେଇ ପୁଣି ଥରେ ଦମ୍ଭୋକ୍ତି ଭରିଲେ କଂଗ୍ରେସି ବିଧାୟକ ସୁର ରାଉତରାୟ । ଦଳ 200 ରୁ ଅଧିକ ଆସନରେ ବିଜୟୀ ହେବ କହିଲେ ସୁର । ଅଧିକ ପଢନ୍ତୁ

PanchayatPolls
PanchayatPolls

By

Published : Jan 25, 2022, 11:03 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ପୁଣି ଥରେ ଦମ୍ଭୋକ୍ତି ଭରିଲେ କଂଗ୍ରେସି ବିଧାୟକ ସୁର ରାଉତରାୟ । ଦଳ 200 ରୁ ଅଧିକ ଆସନରେ ବିଜୟୀ ହେବ କହିଲେ ସୁର ।

PanchayatPolls: ସୁରଙ୍କ ଦମ୍ଭୋକ୍ତି, ଦଳ ଦ୍ବିତୀୟ ସ୍ଥାନରେ ରହିବ

ଏନେଇ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି କଂଗ୍ରେସ ବହୁତ ଭଲ କରିବ । 200 ଜିଲ୍ଲା ପରିଷଦ ଆସନ ପାଇଁ ଦ୍ବିତୀୟ ସ୍ଥାନକୁ ଯିବ । ସେପଟେ ନିର୍ବାଚନ ଫଳାଫଳ ଏକ ପାଖିଆ ହେବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଲୋକାଭିମୁଖୀ ଯୋଜନା ଯୋଗୁଁ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ କହିଲେ ଲେନିନ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details