ଓଡିଶା

odisha

ETV Bharat / city

ହଳ ବୁଲାଇଲେ, ଅଖିମୁଠି ବୁଣିଲେ ସୁର

ଅଖିମୁଠି ଅନୁକୂଳ କଲେ ଜଟଣୀ ବିଧାୟକ ସୁର ରାଉତରାୟ । ଅଙ୍ଗାର ପଡା ପଞ୍ଚାୟତରେ ପହଞ୍ଚି କରିଛନ୍ତି ଅଖିମୁଠି ଅନୁକୂଳ ।

ହଳ ବୁଲାଇଲେ, ଅଖିମୁଠି ବୁଣିଲେ ସୁର
ହଳ ବୁଲାଇଲେ, ଅଖିମୁଠି ବୁଣିଲେ ସୁର

By

Published : May 15, 2021, 12:02 PM IST

ଭୁବନେଶ୍ବର: ଜଟଣୀ ବ୍ଲକ ଅଙ୍ଗାର ପଡ଼ା ପଞ୍ଚାୟତ ପାଣି ଓରାରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଅଖିମୁଠି ଅନୁକୂଳ କରିଛନ୍ତି ସୁର ରାଉତରାୟ ।

ହଳ ବୁଲାଇଲେ, ଅଖିମୁଠି ବୁଣିଲେ ସୁର

ଅକ୍ଷୟ ତୃତୀୟାରେ ଚାଷ କାମ ଆରମ୍ଭ ହେଉଥିବାରୁ ଆଜି ଦିନଟି ଚାଷୀଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ । ସେ ଦୃଷ୍ଟିରୁ ଚାଷୀ ପୁଅ ବିଲକୁ ଯାଇ କରିଛି ପୂଜାଚ୍ଚର୍ନା । ପାଣିଓରା ଗ୍ରାମରେ ଥିବା ଅମୀୟ ରଞ୍ଜନ ସ୍ବାଇଁଙ୍କ ଜମି ହୁଡାରେ ହୋଇଛି ଅଖୀମୁଠି ଅନୁକୂଳ । ଯେଉଁଥିରେ ଧନେଶ୍ଵର ରାଉତରାୟ, ଅମୀୟ ରଞ୍ଜନ ସ୍ବାଇଁ, କାଳନ୍ଦୀ ମହାରଣା, ସୁନିଲ ରାଉତରାୟ ପ୍ରମୁଖ ପୂଜାର୍ଚ୍ଚନାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details