ଓଡିଶା

odisha

ETV Bharat / city

‘ଘରର ମା’ମାନେ ପ୍ରଥମେ ପୋଲିସର ଭୂମିକା ନିଅନ୍ତୁ’ - ଘରର ମା’ମାନେ ପ୍ରଥମେ ପୋଲିସର ଭୂମିକା ନିଅନ୍ତୁ

ଘରର ମାଆମାନେ ପ୍ରଥମେ ପୋଲିସର ଭୂମିକା ନିଅନ୍ତୁ । ଘର ଲୋକଙ୍କୁ ଘର ବାହାରକୁ ଛାଡନ୍ତୁ ନାହିଁ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

mission shakti secretary sujata karthikeyan
‘ଘରର ମା’ମାନେ ପ୍ରଥମେ ପୋଲିସର ଭୂମିକା ନିଅନ୍ତୁ’

By

Published : Apr 6, 2020, 7:00 PM IST

Updated : Apr 6, 2020, 7:25 PM IST

ଭୁବନେଶ୍ବର: ଘରର ମାଆମାନେ ପ୍ରଥମେ ପୋଲିସର ଭୂମିକା ନିଅନ୍ତୁ । ଘର ଲୋକଙ୍କୁ ଘର ବାହାରକୁ ଛାଡନ୍ତୁ ନାହିଁ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

‘ଘରର ମା’ମାନେ ପ୍ରଥମେ ପୋଲିସର ଭୂମିକା ନିଅନ୍ତୁ’

ଏହାସହ ଏଭଳି ବିପଦ ସମୟରେ କୋରୋନା ମୁକାବିଲା କ୍ଷେତ୍ରରେ ଏସଏଚଜି ମହିଳା ମାନେ ବଡ ଦାୟିତ୍ବ ନେଇଛନ୍ତି । ପ୍ରାୟ 70 ଲକ୍ଷ ମହିଳା ଘରୁ ବାହାରି ସରକାର ଏବଂ ସମାଜ ମଧ୍ୟରେ ସଂଯୋଗର ସେତୁ ହୋଇଛନ୍ତି ବୋଲି ସେ କହିଛନ୍ତି ।

ମହିଳାମାନେ ପନିପରିବା ବିକିବାଠୁ ଆରମ୍ଭ କରି ମାସ୍କ ପ୍ରସ୍ତୁତି କରିବା ଯାଏ ସବୁ ଦାୟିତ୍ବ ନିଭାଇଛନ୍ତି ବୋଲି କହିଛନ୍ତି ମିଶନ ଶକ୍ତି ସଚିବ । ଏପର୍ଯ୍ୟନ୍ତ ମହିଳା ମାନେ 3 ଲକ୍ଷ 50 ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ସାରିଥିବାରୁ ସେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 6, 2020, 7:25 PM IST

ABOUT THE AUTHOR

...view details