ଓଡିଶା

odisha

By

Published : Jun 17, 2021, 7:12 PM IST

ETV Bharat / city

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଏକାଧିକ ଗାଡି ଭାଙ୍ଗି ଚୁରମାର

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ନଜରକୁ ଆସିଛି। ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଲେନ ୩ରେ ଏକାଧିକ ଗାଡି ଭାଙ୍ଗିଛନ୍ତି ଏହି ଦୁର୍ବୃତ୍ତମାନେ । ଅଧିକ ପଢନ୍ତୁ...

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଏକାଧିକ ଗାଡି ଭାଙ୍ଗି ଚୁରମାର
ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଏକାଧିକ ଗାଡି ଭାଙ୍ଗି ଚୁରମାର

ଭୁବନେଶ୍ବର: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ନଜରକୁ ଆସିଛି। ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଲେନ ୩ରେ ଏକାଧିକ ଗାଡି ଭାଙ୍ଗିଛନ୍ତି ଏହି ଦୁର୍ବୃତ୍ତମାନେ ।

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଏକାଧିକ ଗାଡି ଭାଙ୍ଗି ଚୁରମାର

୮ରୁ ୧୦ ଜଣ ହାତରେ ଠେଙ୍ଗା, ଭୁଜାଲି, ଖଣ୍ଡା ଆଦି ଧରି ଆସିଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ କାର ଏବଂ ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ଏହି ସବୁ ଦୃଶ୍ୟ ସ୍ଥାନୀୟ ସିସିଟିଭିରେ କଏଦ ହୋଇଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details