ଓଡିଶା

odisha

ETV Bharat / city

ନାବାଳକ ମୃତ୍ୟୁ ନେଇ ତେଜୁଛି ଉତ୍ତେଜନା, ଖଣ୍ଡଗିରି ଥାନା ଘେରିଲେ ଭରତପୁର ବାସିନ୍ଦା - ଭୁୂବନେଶ୍ବର ନାବାଳକ ମୃତ୍ୟୁ ନେଇ ତେଜୁଛି ଉତ୍ତେଜନା

ଭରତପୁର ନାବାଳକ ହତ୍ୟା ମାମଲା ନେଇ ତେଜୁଛି ଉତ୍ତେଜନା। ଖଣ୍ଡଗିରି ଥାନା ଘେରାଉ କରିଛନ୍ତି ଭରତପୁରବାସୀ। ନିଶା ମାଫିଆଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ନାବାଳକ ମୃତ୍ୟୁ ନେଇ ତେଜୁଛି ଉତ୍ତେଜନା, ଖଣ୍ଡଗିରି ଥାନା ଘେରିଲେ ଭରତପୁର ବାସିନ୍ଦା
ନାବାଳକ ମୃତ୍ୟୁ ନେଇ ତେଜୁଛି ଉତ୍ତେଜନା, ଖଣ୍ଡଗିରି ଥାନା ଘେରିଲେ ଭରତପୁର ବାସିନ୍ଦା

By

Published : Sep 13, 2020, 7:19 PM IST

ଭୁବନେଶ୍ବର: ନାବାଳକ ମୃତ୍ୟୁ ନେଇ ତେଜୁଛି ଉତ୍ତେଜନା । ଏ ନେଇ ଭରତପୁର ବାସିନ୍ଦା ଖଣ୍ଡଗିରି ଥାନା ଘେରାଉ କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ନାବାଳକ ମୃତ୍ୟୁ ନେଇ ତେଜୁଛି ଉତ୍ତେଜନା, ଖଣ୍ଡଗିରି ଥାନା ଘେରିଲେ ଭରତପୁର ବାସିନ୍ଦା

ରାଜଧାନୀ ଭୁବନେଶ୍ବରରେ ଭରତପୁର ନାବାଳକ ହତ୍ୟା ମାମଲା ନେଇ ତେଜୁଛି ଉତ୍ତେଜନା। ଯାହାକୁ ନେଇ ଖଣ୍ଡଗିରି ଥାନା ଘେରାଉ କରିଛନ୍ତି ଭରତପୁରବାସୀ। ନିଶା ମାଫିଆଙ୍କ ଉତ୍ପାତ ପାଇଁ ନାବାଳକକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ନିଶା ମାଫିଆଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏହା ସହ ନାବାଳକ ହତ୍ୟା ଘଟଣାର ଅନ୍ୟ ଅଭିଯୁ୍କ୍ତକୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ଭରତପୁର ବାସୀ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details