ଭୁବନେଶ୍ବର: ଓବିସି କମିଶନକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓବିସି ପ୍ରସଙ୍ଗରେ ରଖିଥିବା ମନ୍ତବ୍ୟକୁ ନେଇ ସେ ଏପରି କହିଛନ୍ତି ।
ଏହା ସହ ଓବିସି କମିଶନ କିଏ ଗଠନ କରିଛି । କମିଶନକୁ ନେଇ ରାଜନୀତି ନହେଉ । ସୁପ୍ରିମକୋର୍ଟରେ ସଂରକ୍ଷଣ ପାଇଁ ଲଢେଇ କରନ୍ତୁ ବୋଲି ପ୍ରତାପ କହିଛନ୍ତି ।