ଓଡିଶା

odisha

ETV Bharat / city

ଲୋକସେବା ଭବନକୁ ସାଇକେଲରେ ଆସିଲେ ମନ୍ତ୍ରୀ - minister came by by-cycle

ସାଇକେଲରେ ଆସିଲେ ମନ୍ତ୍ରୀ  minister came by by-cycle
ଲୋକସେବା ଭବନକୁ ସାଇକେଲରେ ଆସିଲେ ମନ୍ତ୍ରୀ

By

Published : Jan 29, 2020, 11:40 AM IST

Updated : Jan 29, 2020, 12:03 PM IST

11:30 January 29

ଭୁବନେଶ୍ବର: ସାଇକେଲରେ ଲୋକସେବା ଭବନ ଆସିଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସକାଳ 11ଟାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଥିଲା। ସବୁଦିନ ନିଜ ଗାଡିରେ ଲୋକସେବା ଭବନ ଆସୁଥିବା ବେଳେ ଆଜି ପ୍ରଥମ ଥର ପାଇଁ ସାଇକେଲରେ ଆସିବାର ଦେଖିବାର ମିଳିଥିଲା ।

ଲୋକସେବା ଭବନକୁ ସାଇକେଲରେ ଆସିଲେ ମନ୍ତ୍ରୀ


ଏନେଇ ପ୍ରତିକ୍ରିୟାରେ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ, ‘ସ୍ଵାସ୍ଥ୍ୟ ଓ ବାୟୁ ପ୍ରଦୂଷଣ ତଥା ପରିବେଶ ପାଇଁ ଭଲ ହେବ ତେଣୁ ମୁଁ ସାଇକେଲରେ ଆସିଲି ।’ ଏହାସହ ଆଗାମୀ ବଜେଟ ଅଧିବେଶନରେ ବି ସବୁ ଦିନ ବିଧାନସଭା ସାଇକେଲରେ ଆସିବେ ବୋଲି ସେ କହିଛନ୍ତି । ସେହିପରି ଭୁବନେଶ୍ବରରେ ଥିବା ସମୟରେ ଗାଡିର କମ୍ ବ୍ୟବହାର କରିବେ ବୋଲି ସେ କହିଛନ୍ତି । 

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 29, 2020, 12:03 PM IST

ABOUT THE AUTHOR

...view details