ଓଡିଶା

odisha

ETV Bharat / city

ମହାମାରୀ ବେଳେ ଶ୍ରମିକଙ୍କୁ ନବୀନଙ୍କ ଭେଟି, ବଢିଲା ଶ୍ରମିକଙ୍କ ମଜୁରୀ - minimum Wages of workers have hiked

ସବୁ ଶ୍ରେଣୀର ମଜୁରୀ ୫ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି ।

minimum-wages-of-workers-have-hiked-by-state-govt
ମହାମାରୀ ବେଳେ ଶ୍ରମିକଙ୍କୁ ନବୀନଙ୍କ ଭେଟି, ବଢିଲା ଶ୍ରମିକଙ୍କ ମଜୁରୀ

By

Published : Jul 24, 2020, 2:40 AM IST

Updated : Jul 24, 2020, 9:47 AM IST

ଭୁବନେଶ୍ବର: ବଢିଲା ଶ୍ରମିକଙ୍କ ମଜୁରୀ । ରାଜ୍ୟ ସରକାର ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି । କୋରୋନା ମହାମାରୀ ସମୟରେ ଏଭଳି ନିଷ୍ପତ୍ତି ଶ୍ରମିକଙ୍କୁ ନିଶ୍ଚୟ ଉତ୍ସାହିତ କରିବ । ତେବେ ସବୁ ଶ୍ରେଣୀର ଶ୍ରମିକଙ୍କ ମଜୁରୀ ୫ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି ।

  • ଆସନ୍ତୁ ନଜର ପକାଇବ କେଉଁ ବର୍ଗର ଶ୍ରମିକ କେତେ ପାଇବେ ମଜୁରୀ
  1. ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୦୩ଟଙ୍କା ୪୦ ପଇସା
  2. ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମୁଜରୀ ୩୪୩ଟଙ୍କା ୪୦ ପଇସା
  3. କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ଟଙ୍କା ୪୦ ପଇସା
  4. ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୫୩ଟଙ୍କା ୪୦ ପଇସା

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 24, 2020, 9:47 AM IST

ABOUT THE AUTHOR

...view details