ଭୁବନେଶ୍ବର: ରାଜଧାନୀର ଜୟଦେବ ବିହାର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡିଭାଡରରେ ପିଟିହୋଇ ଓଲଟିଲା ମିନିବସ ବସ, ୧୦ ଜଣରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା । ଶ୍ରମିକ ନେଇ ଯାଉଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।
ଡିଭାଇଡରରେ ପିଟି ହୋଇ ଜୟଦେବ ବିହାରରେ ଓଲଟିଲା ମିନି ବସ୍ - ଭୁବନେଶ୍ବରରେ ସଡକ ଦୁର୍ଘଟଣା
ଭୁବନେଶ୍ବର ଜୟଦେବ ବିହାର ଛକରେ ଭାରସାମ୍ୟ ହରାଇ ଓଲଟିଲା ମିନିବସ ବସ । ୧୦ ଜଣରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ
ଶ୍ରମିକ ନେଇ ଯାଉଥିଲା ମିନିବସ୍, ଜୟଦେବ ବିହାରରେ ହେଲା ଦୁର୍ଘଟଣାଗ୍ରସ୍ତ
ଜୟଦେବ ବିହାରରେ ଓଲଟିଲା ମିନି ବସ୍, 10ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ
ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଏକ ମିନି ବସ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଭୁବନେଶ୍ୱର ଜୟଦେବ ବିହାରରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଥିଲେ । ଏହି ଘଟଣା ନେଇ କମିସନରେଟ ପୋଲିସ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Apr 8, 2022, 9:54 AM IST