ଭୁବନେଶ୍ବର:ଜାନୁଆରୀ 31ରୁ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହେବାକୁ ଯାଇଛି ମୟୂରଭଞ୍ଜ ଉତ୍ସବ। ମୟୁରଭଞ୍ଜର କଳା, ସଂସ୍କୃତି ଓ ଐତିହକୁ ବହନ କରୁଥିବା ତିନି ଦିନିଆ ଉତ୍ସବରେ ଜିଲ୍ଲାର ପ୍ରସିଦ୍ଧ ସୁସ୍ବାଦୁ ବ୍ୟଞ୍ଜନ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେବେ ରାଜଧାନୀବାସୀ। ମୟୂରଭଞ୍ଜ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।
ଜାନୁଆରୀ 31ରୁ ଭୁବନେଶ୍ବରରେ ମୟୂରଭଞ୍ଜ ଉତ୍ସବ - mayurbhanj-utsav
ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହେବାକୁ ଯାଇଛି ମୟୁରଭଞ୍ଜ ଉତ୍ସବ। ଜାନୁଆରୀ 31ରୁ ଆରମ୍ଭ । ଅଧିକ ପଢନ୍ତୁ...
ଭୁବନେଶ୍ବରରେ ମୟୁରଭଞ୍ଜ ଉତ୍ସବ
ଭୁବନେଶ୍ବରରେ ମୟୁରଭଞ୍ଜ ଉତ୍ସବ
ଏହି ଉତ୍ସବ ନବମ ବର୍ଷରେ ପଦାର୍ପଣ କରିଥିବା ଅନୁଷ୍ଠାନର ସମ୍ପାଦକ କହିଛନ୍ତି। ସେପଟେ, ମୟୂରଭଞ୍ଜ କଳାକାର ତିଆରି କରୁଥିବା କାରଖାନା ବୋଲି ସଂସଦର ଅନ୍ୟତମ ସଦସ୍ୟ ଉତ୍ତମ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ କମିଟିର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ