ଭୁବନେଶ୍ବର:ଆସନ୍ତାକାଲି(ସୋମବାର) ଘୋଷଣା ହେବ ମାଟ୍ରିକ ରେଜଲ୍ଟ ତାରିଖ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । କୋରୋନା ପାଇଁ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ଥର ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇଥିଲେ । ଚଳିତବର୍ଷ 5 ଲକ୍ଷ 28 ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।
ସୋମବାର ଘୋଷଣା ହେବ ମାଟ୍ରିକ ରେଜଲ୍ଟ ତାରିଖ - ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା
ଆସନ୍ତାକାଲି(ସୋମବାର) ଘୋଷଣା ହେବ ମାଟ୍ରିକ ରେଜଲ୍ଟ ତାରିଖ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ
ଆସନ୍ତକାଲି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ତାରିଖ
ନୂଆ ଢାଞ୍ଚାରେ ହୋଇଥିଲା ମାଟ୍ରିକ ପରୀକ୍ଷା । ସମେଟିଭ ୧ ଓ ସମେଟିଭ ୨ ଭଳି ଦୁଇଟି ପର୍ଯ୍ୟାୟ ପରେ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା । ପୂର୍ବରୁ ମାଟ୍ରିକ ପରୀକ୍ଷା ରେଜଲ୍ଟକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ।
ଇଟିଭି ଭାରତ, ଭୁବନେଶ୍ବର