ଓଡିଶା

odisha

ETV Bharat / city

ଆରମ୍ଭ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା - ଅଫଲାଇନ ମାଟ୍ରିକ ପରୀକ୍ଷା

ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ପରୀକ୍ଷା । କଟକଣା ମଧ୍ୟରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ....

ଆରମ୍ଭ ହେଲା ଅଫଲାଇନ ମାଟ୍ରିକ ପରୀକ୍ଷା
ଆରମ୍ଭ ହେଲା ଅଫଲାଇନ ମାଟ୍ରିକ ପରୀକ୍ଷା

By

Published : Jul 30, 2021, 10:59 AM IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ପରୀକ୍ଷା । କଟକଣା ମଧ୍ୟରେ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ । ଭୁବନେଶ୍ୱରରେ 3 ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱରର ୟୁନିଟ 1 ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ 9 ସ୍ଥିତ ବାଳିକା ବିଦ୍ୟାଳୟ ଓ ୟୁନିଟ 9 ସ୍ଥିତ ବାଳକ ବିଦ୍ୟାଳୟରେ ପରୀକ୍ଷା କରାଯାଉଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି କୋରୋନା କଟକଣା ମଧ୍ୟରେ ପରୀକ୍ଷା କରାଯାଉଛି । ଅଫଲାଇନରେ 15136 ଛାତ୍ର ଓ ଛାତ୍ରୀ 504 କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଆଜି ଦିନ 10 ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ ଟାରେ ଶେଷ ହେବ । ଅଫଲାଇନ ମାଟ୍ରିକ ପରୀକ୍ଷା ସେପ୍ଟେମ୍ବର 5 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା।

ଭୁବନେଶ୍ବରରୁ ବିକାଶ ଦାସ, ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details