ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ, ଚାଟ ଖାଉଥିବା ବେଳେ ମରଣାନ୍ତକ ଆକ୍ରମଣ - ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ
![ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ, ଚାଟ ଖାଉଥିବା ବେଳେ ମରଣାନ୍ତକ ଆକ୍ରମଣ ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ](https://etvbharatimages.akamaized.net/etvbharat/prod-images/768-512-11102635-thumbnail-3x2-indexjpeg.jpg)
ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ
21:06 March 21
ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ, ଚାଟ ଖାଉଥିବା ବେଳେ ମରଣାନ୍ତକ ଆକ୍ରମଣ
ଭୁବନେଶ୍ବର:ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ । ମଞ୍ଚେଶ୍ବର ଥାନା ପାଣ୍ଡରା ଛକରେ ଚାଟ୍ ଖାଉଥିବା ବେଳେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।
ଗୁରୁତର ଯୁବକ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି । କମିଶନରେଟ ପୋଲିସର ଛାନଭିନ୍ ଜାରି। ଆକ୍ରମଣର କାରଣ ଅସ୍ପଷ୍ଟ । ପୂର୍ବ ଶତୃତାକୁ ନେଇ ଆକ୍ରମଣ ସନ୍ଦେହ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Mar 21, 2021, 10:22 PM IST