ଓଡିଶା

odisha

By

Published : Mar 13, 2021, 1:16 PM IST

Updated : Mar 13, 2021, 2:19 PM IST

ETV Bharat / city

ଜଳକ୍ରୀଡା ହେଲା କାଳ, ଅକାଳରେ ଚାଲିଗଲା ପ୍ରାଣ

କୁଆଖାଇ ନଈରେ ଅଘଟଣ । ଗାଧୋଉଥିବା ବେଳେ ବୁଡିଗଲା ବାଳକ । ଅଧିକ ପଢନ୍ତୁ...

ଜଳକ୍ରୀଡା ହେଲା କାଳ, ଅକାଳରେ ଚାଲିଗଲା ପ୍ରାଣ
କୁଆଖାଇରେ ଅଘଟଣ, ବାଙ୍କୁଆଳ ଘାଟରେ ବୁଡିଗଲେ ଯୁବକ

ଭୁବନେଶ୍ବର: ଗାଧୋଇବାକୁ ଗଲେ ୩ ଫେରିଲେନି ଜଣେ । କୁଆଖାଇରେ ଅଘଟଣ । ବାଙ୍କୁଆଳ ଘାଟରେ ବୁଡିଗଲା ବାଳକ । ବାଲିଅନ୍ତା ବାଙ୍କୁଆଳ ଘାଟରେ ଜଳକ୍ରୀଡା ବେଳେ ସପ୍ତମ ଶ୍ରେଣୀରେ ପଢୁଥିବା ବାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ମହେଶ୍ବର ପୃଷ୍ଟି ତାଙ୍କ ଘର ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାପଡିଛି ।

ଜଳକ୍ରୀଡା ହେଲା କାଳ, ଅକାଳରେ ଚାଲିଗଲା ପ୍ରାଣ

ସୂଚନା ଅନୁସାରେ, ୪ଜଣ ବନ୍ଧୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଜଳକ୍ରୀଡା କରିବା ବେଳେ ମହେଶ୍ବର ବୁଡି ଯାଇଥିଲେ । ତେବେ ଅନ୍ୟ 3 ଜଣଙ୍କୁ ଉଦ୍ଧାର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 13, 2021, 2:19 PM IST

ABOUT THE AUTHOR

...view details