ଭୁବନେଶ୍ବର:ରାଜଧାନୀ ରାସ୍ତାରେ ଆକାଶକୁ ଉଠୁଛି କଳାଧୂଆଁ । ପାହାଳ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ମୋବିଲ ଢାଳି ଯିବାରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ନିଆଁକୁ ଲିଭାଇବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି ।
Fire Incident: ପାହାଳ ନିକଟରେ ଭୟାବହ ଅଗ୍ନିକାଣ୍ଡ, ରାଜଧାନୀ ଆକାଶ ହେଲା ଧୂଆଁମୟ - ପାହାଳ ନିକଟରେ ଅଗ୍ନିକାଣ୍ଡ
ରାଜଧାନୀରେ ଅଗ୍ନିକାଣ୍ଡ ଘଟିବା ପରେ ଆକାଶ ହେଲେ ଧୂଆଁମୟ । ଲୋକେ ଆତଙ୍କିତ । ମୋବିଲ ଢାଳି ଯିବାରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ
Fire Incident: ପାହାଳ ନିକଟରେ ଭୟାବହ ଅଗ୍ନିକାଣ୍ଡ, ରାଜଧାନୀ ଆକାଶ ହେଲା ଧୂଆଁମୟ
Fire Incident: ପାହାଳ ନିକଟରେ ଭୟାବହ ଅଗ୍ନିକାଣ୍ଡ, ରାଜଧାନୀ ଆକାଶ ହେଲା ଧୂଆଁମୟ
ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାକଡ଼ରେ କଳାଧୂଆଁ ଉଠିବା ପରେ ଲୋକେ ଆତଙ୍କିତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କିଛି ଦିନ ତଳେ ଏକ ଟ୍ରକରୁ ମୋବିଲ ଢାଳି ହୋଇଯାଇଥିବା ବେଳେ ଆଜି କିଏ ଦୁର୍ବୃତ୍ତ ସେଠାରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି ।
ପାହାଳ ନିକଟରେ ଭୟାବହ ଅଗ୍ନିକାଣ୍ଡ, ରାଜଧାନୀ ଆକାଶ ହେଲା ଧୂଆଁମୟ
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Apr 25, 2022, 5:54 PM IST