ଭୁବନେଶ୍ବର: ସାରା ରାଜ୍ୟକୁ କଲବଲ କରିଛି ଲଗାଣ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। ଭୁବନେଶ୍ବର-କଟକ ଟ୍ଵିନ ସିଟିର ବିଭିନ୍ନ ଅଞ୍ଚଳରେ ଏନେଇ ପ୍ରବଳ ବର୍ଷା ଜାରି ରହିଛି । ଗତ 24 ଘଣ୍ଟା ଭିତରେ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବା ଦେଖାଯାଇଛି।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି - ପାଣିପାଗ ଖବର
ସାରା ରାଜ୍ୟକୁ କଲବଲ କରିଛି ଲଗାଣ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି।
![ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି low pressure, continuos rain in odisha, rain in odisha, weather report, bhubaneswar latest news, ଲଘୁଚାପ, ରାଜ୍ୟରେ ଲଗାଣ ବର୍ଷା, ରାଜ୍ୟରେ ବର୍ଷା, ପାଣିପାଗ ଖବର, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-8486430-1059-8486430-1597899469398.jpg)
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି
କଟକ ଜିଲ୍ଲା ସାଲେପୁରରେ ସର୍ବାଧିକ 83 ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଭୁବନେଶ୍ବର ଓ କଟକରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ